Powered by OpenAIRE graph
Found an issue? Give us feedback
image/svg+xml art designer at PLoS, modified by Wikipedia users Nina, Beao, JakobVoss, and AnonMoos Open Access logo, converted into svg, designed by PLoS. This version with transparent background. http://commons.wikimedia.org/wiki/File:Open_Access_logo_PLoS_white.svg art designer at PLoS, modified by Wikipedia users Nina, Beao, JakobVoss, and AnonMoos http://www.plos.org/ ZENODOarrow_drop_down
image/svg+xml art designer at PLoS, modified by Wikipedia users Nina, Beao, JakobVoss, and AnonMoos Open Access logo, converted into svg, designed by PLoS. This version with transparent background. http://commons.wikimedia.org/wiki/File:Open_Access_logo_PLoS_white.svg art designer at PLoS, modified by Wikipedia users Nina, Beao, JakobVoss, and AnonMoos http://www.plos.org/
ZENODO
Article
Data sources: ZENODO
addClaim

ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ମାର୍କସୀୟ ଚେତନା

Authors: ଡକ୍ଟର ଶ୍ରୀକାନ୍ତ କୁମାର ବାରିକ;

ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ମାର୍କସୀୟ ଚେତନା

Abstract

ମାର୍କ୍ସବାଦ ହେଉଛି ବିଜ୍ଞାନ ସମ୍ମତ ସମାଜ - ଅର୍ଥନୀତିକ ସିଦ୍ଧାନ୍ତ (Socio- Economical Theory); ଯେଉଁଥିରେ ବୁର୍ଜ୍ଜୁଆ ଗୋଷ୍ଠୀର ଶୋଷଣ ନୀତି ଓ ତାର ପ୍ରବୃତ୍ତିକୁ ବିରୋଧ କରିବା ସହିତ ଏକ ଶ୍ରେଣୀହୀନ ସମାଜର ପ୍ରତିଷ୍ଠା ଲାଗି ସ୍ୱର ଉତ୍ତୋଳନ କରାଯାଇଥାଏ। ଏହା ସହିତ ଜନସାଧାରଣଙ୍କ ଭୂମି, ଶିଳ୍ପ, ସଂସ୍କୃତି, କଳା ଓ ସମାଜ ଅର୍ଥନୀତିକ ସଂକଟକୁ ଅତି ସୂକ୍ଷ୍ମାତିସୂକ୍ଷ୍ମ ଭାବେ ବିଶ୍ଲେଷଣ କରି ଏକ ମୁକ୍ତିର ବାଟ ଫିଟାଏ। ଓଡ଼ିଆ ସାହିତ୍ୟରେ ଏହି ଚେତନାକୁ ଆଧାର କରି ୧୯୩୫ ମସିହାରୁ ଏଯାବତ୍ ଅନେକ ପ୍ରବନ୍ଧ ଲେଖା ହୋଇଛି।ମାର୍କ୍ସୀୟ ବିଚାରର ବିଭିନ୍ନ ଦିଗ ଯେପରି - ଦ୍ବନ୍ଦ୍ବାତ୍ମକ ବସ୍ତୁବାଦ, ଶ୍ରେଣୀ ସଂଘର୍ଷ ତତ୍ତ୍ଵ, ଐତିହାସିକ ବସ୍ତୁବାଦ, ସାମ୍ୟବାଦ, ବିପ୍ଳବ ଆଦିକୁ ଭାବପ୍ରସ୍ତ ଭାବରେ ଗ୍ରହଣ କରି ଆମ ପ୍ରାବନ୍ଧିକମାନେ ନୂତନ ବିମର୍ଷ ତିଆରି କରିଛନ୍ତି । ଆଲୋଚ୍ୟ ପ୍ରବନ୍ଧର ଉଦ୍ଦେଶ୍ୟ ହେଉଛି ଏହାର ଗୁଣସୂତ୍ର ନିର୍ଣ୍ଣୟ।

Powered by OpenAIRE graph
Found an issue? Give us feedback