
ସଂକ୍ଷିପ୍ତସାର ଓଡିଶାର ଲୋକକଳା ଅଧିକ ପ୍ରିୟ ହେବାର କାରଣ ହେଉଛି ସେଥି ମଧ୍ୟରେ ଥିବା ଭିନ୍ନତା । ବିଭିନ୍ନ ଜନଜାତିର ଲୋକକଳା ଓ ସଂସ୍କୃତି ଅନ୍ୟଠାରୁ ଭିନ୍ନ । ସେ ଦୃଷ୍ଟିରୁ ଆମେ ଯେତେବେଳେ କୌଣସି ସ୍ୱତନ୍ତ୍ର ଜାତି ବା ଜନଜାତିକୁ ବିଚାର କରୁ ଯେତେବେଳେ ସେଥିରେ ଯେଉଁ ନୂତନତ୍ୱ ଭେଟୁ ତାହା ହିଁ ଆମକୁ ଅଧିକ ଆନନ୍ଦପ୍ରଦ ଲାଗେ । ବାଥୁଡି ଜନଜାତିରେ ଯେଉଁ ରଜଦୋଳି ରହିଛି ତାହାର ଇତିହାସ ଏବଂ ସାହିତ୍ୟିକ ମୂଲ୍ୟାଙ୍କନ ଆମର ଏହି ପ୍ରବନ୍ଧରେ ସ୍ଥାନ ପାଇଛି । ବାଥୁଡି ଜନଜାତି ଯେଉଁ ଯେଉଁ ସ୍ୱାତନ୍ତ୍ର୍ୟ ବହନ କରି ଅନ୍ୟ ଜନଜାତିରୁ ଭିନ୍ନ ବୋଲି ମନେ ହୋଇଛି ତାହା ମଧ୍ୟ ଆମ ଆଲୋଚନାର ପରିସରଭୁକ୍ତ ହୋଇଛି ।
ରଜଦୋଳି, ବାଥୁଡି ଜନଜାତି, ରାମଦୋଳି, ଇତିହାସ, କିମ୍ବଦନ୍ତୀ:
ରଜଦୋଳି, ବାଥୁଡି ଜନଜାତି, ରାମଦୋଳି, ଇତିହାସ, କିମ୍ବଦନ୍ତୀ:
| selected citations These citations are derived from selected sources. This is an alternative to the "Influence" indicator, which also reflects the overall/total impact of an article in the research community at large, based on the underlying citation network (diachronically). | 0 | |
| popularity This indicator reflects the "current" impact/attention (the "hype") of an article in the research community at large, based on the underlying citation network. | Average | |
| influence This indicator reflects the overall/total impact of an article in the research community at large, based on the underlying citation network (diachronically). | Average | |
| impulse This indicator reflects the initial momentum of an article directly after its publication, based on the underlying citation network. | Average |
