
ସଂକ୍ଷିପ୍ତସାର ମାନବ ସମାଜ କର୍ମମୟ ଜୀବନରେ ଯେତେବେଳେ କ୍ଲାନ୍ତ ହୋଇଯାଏ, ସେତେବେଳେ ଖୋଜେ ଟିକିଏ ଅଶ୍ୱସ୍ତି । ମନୁଷ୍ୟ ଚିତବିନୋଦନ ପାଇଁ ଖୋଜେ ଚିତବିନୋଦନକାରୀ ମାର୍ଗକୁ । ପୂର୍ବକାଳରେ ଯାତ୍ରା, ପାଲା, ସୁଆଙ୍ଗ ଆଦି ଥିଲା ମାନବ ଜୀବନର ମୁଖ୍ୟ ପ୍ରାଣକେନ୍ଦ୍ର । ଏଥି ମଧ୍ୟରୁ ନାଟକର ଉତ୍ପତି, ନାଟକ ଦ୍ୱାରା ଜୀବନର ଉପଲବ୍ଧିକୁ ପ୍ରାପ୍ତ କରିହୁଏ । ଏହି ଶୀର୍ଷକରେ ରାମଶଙ୍କର ରାୟ ନାଟକର ଆଦି ପର୍ଯ୍ୟାୟର କ୍ରମବିକାଶରେ ଭେଟିଦେଇଥିବା ନାଟକ ଗୁଡ଼ିକ ଅତି ସୂକ୍ଷ୍ମତିସୂକ୍ଷ୍ମ ଭାବରେ ବର୍ଣ୍ଣିତ । ନାଟକରେ ଇତିହାସ ଓ ପୁରାଣକୁ ସେ ଗୁରୁତ୍ୱ ଦେଇଛନ୍ତି । ନାଟକରେ ଆଜି ପର୍ଯ୍ୟନ୍ତ ବିକାଶରେ ରାମଶଙ୍କର ରାୟଙ୍କ ନାଟକ ଗୁରୁତ୍ୱାରୋପ କରିଛି ।
ପ୍ରମୁଖ ଶବ୍ଦାବଳୀ ବିବେକତ୍ୱ, ସୂଚନାତ୍ମକତାର, କାଚିଂକାବେରୀ, ବନବାଳା, କଳିକାଳ, ବୁଢ଼ାବର ।
ପ୍ରମୁଖ ଶବ୍ଦାବଳୀ ବିବେକତ୍ୱ, ସୂଚନାତ୍ମକତାର, କାଚିଂକାବେରୀ, ବନବାଳା, କଳିକାଳ, ବୁଢ଼ାବର ।
| selected citations These citations are derived from selected sources. This is an alternative to the "Influence" indicator, which also reflects the overall/total impact of an article in the research community at large, based on the underlying citation network (diachronically). | 0 | |
| popularity This indicator reflects the "current" impact/attention (the "hype") of an article in the research community at large, based on the underlying citation network. | Average | |
| influence This indicator reflects the overall/total impact of an article in the research community at large, based on the underlying citation network (diachronically). | Average | |
| impulse This indicator reflects the initial momentum of an article directly after its publication, based on the underlying citation network. | Average |
