
ଓଡ଼ିଆ ଗଳ୍ପ ଜଗତର ମୂର୍ଦ୍ଧନ୍ୟ ରୂପକାର କାଳିନ୍ଦୀଚରଣ ପାଣିଗ୍ରାହୀ ମାଟି ଓ ମଣିଷର କଥାକାର । ମଣିଷ ଭିତରେ ଅନାବିଳ ଆପଣାପଣ ଜାଗ୍ରତ ହେଲେ ସେ ଦେବତାସ୍ତରକୁ ଉତ୍ତୀର୍ଣ୍ଣ ହୋଇପାରିବ ବୋଲି ତାଙ୍କ କଥା ସାହିତ୍ୟ ପାଠକଙ୍କୁ ଭରସାଦିଏ । ତାଙ୍କ ଗପଗୁଡ଼ିକରେ ସାଧାରଣ ମଣିଷକୁ ନାୟକତ୍ତ୍ୱ ପ୍ରଦାନ କରିବାପାଇଁ ଥାଏ ଏକପ୍ରକାର ଉଦ୍ଘୋଷଣା । ମୁଖ୍ୟତଃ ଗ୍ରାମ୍ୟ ଚରିତ୍ର ଆଧାରିତ ତାଙ୍କ ଗଳ୍ପ ସମୂହ ଯେଉଁ ମାନବୀୟ ସଂବେଦନର ସ୍ୱାକ୍ଷର ଲେଖେ, ତାହା ଅବଶ୍ୟ ଆଦର୍ଶ ସ୍ଥାନୀୟ ।
କାଳିନ୍ଦୀଚରଣଙ୍କ ଗଳ୍ପ - ମାନବୀୟ ସଂବେଦନାର ସାନ୍ଦ୍ରସ୍ୱର
କାଳିନ୍ଦୀଚରଣଙ୍କ ଗଳ୍ପ - ମାନବୀୟ ସଂବେଦନାର ସାନ୍ଦ୍ରସ୍ୱର
| selected citations These citations are derived from selected sources. This is an alternative to the "Influence" indicator, which also reflects the overall/total impact of an article in the research community at large, based on the underlying citation network (diachronically). | 0 | |
| popularity This indicator reflects the "current" impact/attention (the "hype") of an article in the research community at large, based on the underlying citation network. | Average | |
| influence This indicator reflects the overall/total impact of an article in the research community at large, based on the underlying citation network (diachronically). | Average | |
| impulse This indicator reflects the initial momentum of an article directly after its publication, based on the underlying citation network. | Average |
