
ପାଶ୍ଚାତ୍ୟ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଗ୍ରୀକ୍ର ବିଖ୍ୟାତ ଦାର୍ଶନିକ ଆରିଷ୍ଟଟଲ୍ (ଖ୍ରୀ:ପୂ:୩୮୪-୩୨୨)ଙ୍କ ସ୍ଥାନ ସର୍ବଦା ମହତ୍ତ୍ୱପୂର୍ଣ୍ଣ । ପାଶ୍ଚାତ୍ୟ ବିଦ୍ୱାନ୍ମାନଙ୍କର ଆଦିଆଚାର୍ଯ୍ୟ ଭାବେ ତାଙ୍କୁ ଗ୍ରହଣ କରାଯାଏ । ପ୍ରଥମତଃ ପ୍ରସିଦ୍ଧ ଦାର୍ଶନିକ ପ୍ଲାଟୋଙ୍କ ପି୍ରୟ ଶିଷ୍ୟ ଭାବରେ ସେ ଯେତିକି ପରିଚିତ, ବିଶ୍ୱବିଜେତା ଆଲେକଜାଣ୍ଡାରଙ୍କ ଗୁରୁ ଭାବରେ ମଧ୍ୟ ସେତିକି ଖ୍ୟାତ । ନିଜ ଜୀବନକାଳ ମଧ୍ୟରେ ସେ ପ୍ରାୟତଃ ଚାରିଶହରୁ ଅଧିକ ଗ୍ରନ୍ଥ ରଚନା କରିଥିଲେ, ଯେଉଁଥିରେ ତର୍କଶାସ୍ତ୍ର, ପଦାର୍ଥ ବିଜ୍ଞାନ, ମନୋବିଜ୍ଞାନ, ପ୍ରାକୃତିକ ଇତିହାସ, ପ୍ରାଣୀ ବିଜ୍ଞାନ, ଜ୍ୟୋର୍ତିବିଜ୍ଞାନ, ଅଧ୍ୟାତ୍ମ ଶାସ୍ତ୍ର, ଗଣିତ, ସଙ୍ଗୀତ, ଶରୀର ବିଜ୍ଞାନ, ରାଜନୀତି ବିଜ୍ଞାନ, ଅର୍ଥନୀତି, ଅଳଙ୍କାରଶାସ୍ତ୍ର ଓ କାବ୍ୟଶାସ୍ତ୍ର ଆଦି ଅନ୍ତର୍ଭୁକ୍ତ । ‘କାବ୍ୟଶାସ୍ତ୍ର’ ହେଉଛି ତାଙ୍କର ଶେଷ ଗ୍ରନ୍ଥ । ଅନ୍ୟାନ୍ୟ ଗ୍ରନ୍ଥ ରଚନାର ସମ୍ପୂର୍ଣ୍ଣ ଦକ୍ଷତା ଲାଭ କରି ସେ ଏହି ଗ୍ରନ୍ଥକୁ ରଚନା କରିଛନ୍ତି । ଛବିଶିଟି ଅଧ୍ୟାୟ ବିଶିଷ୍ଟ ଏହି ‘କାବ୍ୟତତ୍ତ୍ୱ’ ଗ୍ରନ୍ଥକୁ ଆଧାର କରି ତାଙ୍କ କାବ୍ୟତତ୍ତ୍ୱକୁ ବିଚାର କରାଯାଇପାରେ ।
ଯେଉଁଥିରେ ତର୍କଶାସ୍ତ୍ର, ପଦାର୍ଥ ବିଜ୍ଞାନ, ମନୋବିଜ୍ଞାନ, ପ୍ରାକୃତିକ ଇତିହାସ, ପ୍ରାଣୀ ବିଜ୍ଞାନ, ଜ୍ୟୋର୍ତିବିଜ୍ଞାନ, ଅଧ୍ୟାତ୍ମ ଶାସ୍ତ୍ର, ଗଣିତ, ସଙ୍ଗୀତ, ଶରୀର ବିଜ୍ଞାନ, ରାଜନୀତି ବିଜ୍ଞାନ, ଅର୍ଥନୀତି, ଅଳଙ୍କାରଶାସ୍ତ୍ର ଓ କାବ୍ୟଶାସ୍ତ୍ର
ଯେଉଁଥିରେ ତର୍କଶାସ୍ତ୍ର, ପଦାର୍ଥ ବିଜ୍ଞାନ, ମନୋବିଜ୍ଞାନ, ପ୍ରାକୃତିକ ଇତିହାସ, ପ୍ରାଣୀ ବିଜ୍ଞାନ, ଜ୍ୟୋର୍ତିବିଜ୍ଞାନ, ଅଧ୍ୟାତ୍ମ ଶାସ୍ତ୍ର, ଗଣିତ, ସଙ୍ଗୀତ, ଶରୀର ବିଜ୍ଞାନ, ରାଜନୀତି ବିଜ୍ଞାନ, ଅର୍ଥନୀତି, ଅଳଙ୍କାରଶାସ୍ତ୍ର ଓ କାବ୍ୟଶାସ୍ତ୍ର
| selected citations These citations are derived from selected sources. This is an alternative to the "Influence" indicator, which also reflects the overall/total impact of an article in the research community at large, based on the underlying citation network (diachronically). | 0 | |
| popularity This indicator reflects the "current" impact/attention (the "hype") of an article in the research community at large, based on the underlying citation network. | Average | |
| influence This indicator reflects the overall/total impact of an article in the research community at large, based on the underlying citation network (diachronically). | Average | |
| impulse This indicator reflects the initial momentum of an article directly after its publication, based on the underlying citation network. | Average |
